Jump to content

ତମୋଽନ୍ତ୍ୟ

ଉଇକିଅଭିଧାନ‌ରୁ

ତମୋଽନ୍ତ୍ୟ

ଉଚ୍ଚାରଣ

[ସମ୍ପାଦନା]

(ତମୋହନ୍ତ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ତମଃ+ଅନ୍ତ+ଯ)

[ସମ୍ପାଦନା]

ସୂର୍ଯ୍ୟ ଓ ଚନ୍ଦ୍ରଗ୍ରହଣରେ ଦଶ ପ୍ରକାର ଗ୍ରାସ ମଧ୍ୟରୁ ଏକ (ଏଥିରେ ଚନ୍ଦ୍ର ବା ସୂର୍ଯ୍ୟମଣ୍ଡଳରେ ଶେଷ ଭାଗରେ ଅନ୍ଧକାର ବେଶି ପରିମାଣରେ ଦେଖାଯାଏ ମଧ୍ୟଭାଗରେ ଅନ୍ଧକାର କମ୍ ପରିମାଣରେ ଦେଖାଯାଏ ଫଳିତ ଜ୍ୟୋତିଷମତରେ ଏପରି ଗ୍ରହଣ ହେଲେ ଫସଲର ହାନି ଓ ଚୌରୋପଦ୍ରବ ଘଟେ ହିନ୍ଦୀ - ଶବ୍ଦସାଗର) — A kind of lunar and solar eclipse.