Jump to content

ତମୋଽପହ

ଉଇକିଅଭିଧାନ‌ରୁ

ତମୋଽପହ

ଉଚ୍ଚାରଣ

[ସମ୍ପାଦନା]
(ତମୋପହା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ତମଃ+ଅପ+ହନ୍ ଧାତୁ+କର୍ତ୍ତୃ. ଅ)

[ସମ୍ପାଦନା]

ଅନ୍ଧକାର ଦୁରକାରୀ; ଅଜ୍ଞାନନାଶକ; ମୋହନାଶକ Dispelling darkness.

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ -

[ସମ୍ପାଦନା]
୧. ସୂର୍ଯ୍ୟ —୧. The sun.
୨. ଚନ୍ଦ୍ର —୨. The moon.
୩. ଦୀପ —୩. Lamp.
୪. ଅଗ୍ନି —୪. Fire.