Jump to content

ତମ୍ପା

ଉଇକିଅଭିଧାନ‌ରୁ

ତମ୍ପା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ତମ୍ ଧାତୁ=ଇଚ୍ଛା କରିବା+କର୍ତ୍ତୃ. ପ+ସ୍ତ୍ରୀ. ଆ)

[ସମ୍ପାଦନା]

ଗାଈ; ଧେନୁ —The cow.

ପ୍ରାଦେଶିକ - (ଗଞ୍ଜାମ) ବିଶେଷ୍ୟ -

[ସମ୍ପାଦନା]

ଯବାଦି ଚୂର୍ଣ୍ଣ ସଙ୍ଗେ ଗୁଡ଼ ମିଶାଯାଇ ପ୍ରସ୍ତୁତ ହେବା ଏକପ୍ରକାର ଖାଦ୍ୟ —A food prepared by mixing molasses with barley-meal.