Jump to content

ତମ୍ପ ସୁହାଁ

ଉଇକିଅଭିଧାନ‌ରୁ

ତମ୍ପ ସୁହାଁ

ଉଚ୍ଚାରଣ

[ସମ୍ପାଦନା]
(ତମ୍ପମୁହୀଁ; ତମ୍ପୀମୁହୀଁ—ସ୍ତ୍ରୀ) 

ଦେଶଜ - ବିଶେଷଣ - ପୁଲିଙ୍ଗ -

[ସମ୍ପାଦନା]

ଯେଉଁ ବ୍ୟକ୍ତି ସ୍ୱଭାବତଃ କ୍ରୋଧୀ ବୋଲି ମୁହଁରୁ ଜଣା ପଡ଼େ; ଯେଉଁ ବ୍ୟକ୍ତିର ମୁଖ କ୍ରୋଧଜର୍ଜର ଦେଖାଯାଏ — Of a wrathful countenance.