Jump to content

ତମ୍ୱାପଟା

ଉଇକିଅଭିଧାନ‌ରୁ

ତମ୍ୱାପଟା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ତମ୍ୱାପାଟିଆ, ତମ୍ୱାପାତିଆଅନ୍ୟରୂପ

ଦେଶଜ - ବିଶେଷ୍ୟ - (ସଂସ୍କୃତ - ତାମ୍ରପଟ୍ଟ)

[ସମ୍ପାଦନା]
୧. ତମ୍ୱାର ପତର ବା ପତ୍ର — ୧. Copper-plate.
୨. ଦାନପତ୍ର ବା ମନନ୍ଦ ଫଳକ — ୨. Inscribed copper-plates embodying grants of land.

[ଦ୍ରଷ୍ଟବ୍ୟ —ପୂର୍ବେ ରାଜାମାନେ ଭୂସମ୍ପତ୍ତି ଦାନ କଲା ବେଳେ ତମ୍ୱାପଟାରେ ଅକ୍ଷର ଖୋଳାଇ ସନନ୍ଦ ବା ଦାନପତ୍ର ଦେଉଥିଲେ କାଗଜ ବା ତାଳପତ୍ରରେ ଲେଖା ସନନ୍ଦ ଅଳ୍ପକାଳରେ ନଷ୍ଟ ହୋଇଯିବାର ଆଶଙ୍କାରେ ଏହି ତମ୍ୱାପଟାର ବ୍ୟବହାର ହେଉଥିଲା]