Jump to content

ତମ୍ୱା ତୁଳସୀ ଛୁଇଁବା

ଉଇକିଅଭିଧାନ‌ରୁ

ତମ୍ୱା ତୁଳସୀ ଛୁଇଁବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]

ତମ୍ୱା ଓ ତୁଳସୀପତ୍ର ଛୁଇଁ ହଲପ ବା ଶପଥ କରିବା — To swear by touching a piece of copper with Tulsi leaves.

[ଦ୍ରଷ୍ଟବ୍ୟ —ହିନ୍ଦୁଙ୍କର ବିଶ୍ୱାସ ଯେ ତମ୍ୱା, ତୁଳସୀ, ଶାଳଗ୍ରାମ ବା ହରିବଂଶ ପୋଥି ଛୁଇଁ ନିୟମ ବା ହଲପ କରି ମିଛ କହିଲେ ହଲପ କରିବା ବ୍ୟକ୍ତିର ସର୍ବନାଶ ଘଟେ ଏଣୁ ନ୍ୟାୟ— ନିଷାପରେ ଓ ଅଦାଲତରେ ମଧ୍ୟ ଲୋକେ ବିପକ୍ଷପକ୍ଷକୁ 'ନିର୍ଭର ହଲପ' ମାନନ୍ତି, ଅର୍ଥାତ୍ ବିପକ୍ଷ—ପକ୍ଷ 'ତମ୍ୱାତୁଳସୀ', 'ତମ୍ୱାତୁଳସୀ ଶାଳଗ୍ରାମ' ବା 'ତମ୍ୱାତୁଳସୀ ହରିବଂଶପୋଥି' ଛୁଇଁ ହଲପ କରି ଯାହା କହିଯିବ ତାହାଦ୍ୱାରା ହଲପ ଦିଆଇବା ଲୋକ ବାଧ୍ୟ ହେବ ବୋଲି ସ୍ୱୀକାର କରନ୍ତି]