ତମ୍ୱି
ଦେଖଣା
ତମ୍ୱି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଆରବୀ - ତମ୍ୱୀହ୍; ତୁଳ. ସଂସ୍କୃତ - ତୁମ୍ ଧାତୁ=ପୀଡ଼ନ କରିବା ଓ ତମ୍ ଧାତୁ=ହିଂସା କରିବା)
[ସମ୍ପାଦନା]- ୧. ତର୍ଜନ; ଭର୍ତ୍ସନା —୧. Rebuke; reproof; admonition; censure.
- ୨. ଜିଗର; ଯିଦି —୨. Importunity.
- ୩. ତୋଡ଼; ଜୁଲମ —୩. Oppression; brunt.
- ୪. ଧମକାଣ; ଧମକ ଦେଖାଇବା —୪. Threatening.
- ୫. ଜିଗର କରି କୌଣସି ବିଷୟ ତଲବ କରିବା — ୫. Pressing demand.
- ୬. ରାଗ; କ୍ରୋଧ —୬. Anger.
- ୭. ତାକିଦ୍; ପୂର୍ବରୁ ସାବଧାନ କରିବା —୭. Warning.