Jump to content

ତମ୍ୱିତଲବ

ଉଇକିଅଭିଧାନ‌ରୁ

ତମ୍ୱିତଲବ

ଉଚ୍ଚାରଣ

[ସମ୍ପାଦନା]

(ତମ୍ୱିତାଗିଦା—ଅନ୍ୟରୂପ)

  • (file)

ବୈଦେଶିକ - ବିଶେଷ୍ୟ - (ଆରବୀ - ସହଚର)

[ସମ୍ପାଦନା]

ଜିଗର କରି କୌଣସି ବସ୍ତୁ ତଲବ କରିବା —୧. Importunate demands; pressing demands.

୨. କୌଣସି ବ୍ୟକ୍ତିକୁ ଧମକ ଦେଖାଇ ତାଠାରୁ କିଛି ନେବାକୁ କହିବା —୨. Threatening demands; dunning threats and demands.
୩. ଦଣ୍ଡର ଭୟ ପ୍ରଦର୍ଶନପୂର୍ବକ ତାକିଦ୍ —୩. Warning.