Jump to content

ତମ୍ୱି କରିବା

ଉଇକିଅଭିଧାନ‌ରୁ

ତମ୍ୱି କରିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଧମକାଇବା —୧. To threaten.
୨. ଜିଗର କରିବା — ୨. To importune.
୩. ଜୁଲମ କରିବା —୩. To oppress.
୪. ତାକିଦ୍ କରିବା; ପୂର୍ବରୁ ଦଣ୍ଡର ଭୟ ଦେଖାଇ ସାବ— ଧାନ କରିଦେବା —୪. To warn.