Jump to content

ତମ୍ୱୁରୁ

ଉଇକିଅଭିଧାନ‌ରୁ

ତମ୍ୱୁରୁ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ତୁମ୍ୱୁରୁ=ସଙ୍ଗୀତବିଦ୍ୟାନିପୁଣ ଗନ୍ଧର୍ବ ବିଶେଷ)

[ସମ୍ପାଦନା]

ତାନପୁରା; ତିନିଗୋଟି ତାରଯୁକ୍ତ ବାଦ୍ୟ ବିଶେଷ; ତିନିତାରା —୧. A three-stringed musical instrument.


[ଦ୍ରଷ୍ଟବ୍ୟ —ଏହା କେବଳ ସଙ୍ଗୀତ ବୋଲିବାବେଳେ ସ୍ୱର ଦେବା ପାଇଁ ବଜାଯାଏ; ଏହାର ଦୁଇ ପାଖର ଦୁଇ ତାର ପିତଳର ଓ ମଝି ତାର ଲୁହାର; କେତେକ ଯନ୍ତ୍ରରେ ମଝିରେ ଦୁଇଟି ଲୁହା ତାର ଥାଏ]

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଫାରାସୀ - ତମୂର)

[ସମ୍ପାଦନା]

ଛୋଟ ଢୋଲ; ଢୋଲକୀ — A small drum.