Jump to content

ତରକ ତାରକ

ଉଇକିଅଭିଧାନ‌ରୁ

ତରକ ତାରକ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ତର୍କ ଧାତୁ)

[ସମ୍ପାଦନା]
୧. ବିଶେଷ ସାବଧାନତା; ହୁସିଆରି —୧. Vigilance.
୨. ତାକତରକ; ପରସ୍ପର ଜଗାଜଗି — ୨. Watching each other.


(ଯଥା—ମାମଲତକାର ଦୁଇ ଜଣଯାକ ଯେଝା ତରକ— ତାରକରେ ଅଛନ୍ତି)