Jump to content

ତରଙ୍ଗାକୁଳିତ

ଉଇକିଅଭିଧାନ‌ରୁ

ତରଙ୍ଗାକୁଳିତ

ଉଚ୍ଚାରଣ

[ସମ୍ପାଦନା]

(ତରଙ୍ଗାନ୍ୱିତ—ଅନ୍ୟରୂପ)

ସଂସ୍କୃତ - ବିଶେଷଣ - (୩ୟା ତତ୍; ତରଙ୍ଗ+ଆକୁଳିତ)

[ସମ୍ପାଦନା]
୧. ତରଙ୍ଗଯୁକ୍ତ; ତରଙ୍ଗିତ — ୧. Wavy; billowy.
୨. ତରଙ୍ଗଦ୍ୱାରା ଆନ୍ଦୋଳିତ — Ruffled or agitated with waves.