Jump to content

ତରଜିବା

ଉଇକିଅଭିଧାନ‌ରୁ

ତରଜିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - (ପଦ୍ୟ)କ୍ରିୟାପଦ - (ସଂସ୍କୃତ - ତର୍ଜ ଧାତୁ)

[ସମ୍ପାଦନା]
୧. ତର୍ଜିବା; ଧମକାଇ ଗାଳି ଦେବା —୧. To threated and abuse.
୨. ଭୟ ଦେଖାଇବା —୨. To threaten.

ନିଆଳୀ ଯାକୁଞ୍ଜେ ପାଟଳି ପ୍ରସୁନ କାମୀଙ୍କି ତରଜେ ଯେହ୍ନେ କାମ—ତୂଣ— ରାଧାନାଥ. ନନ୍ଦୀକେଶ୍ୱରୀ