Jump to content

ତରଡଙ୍ଗା

ଉଇକିଅଭିଧାନ‌ରୁ

ତରଡଙ୍ଗା

ଉଚ୍ଚାରଣ

[ସମ୍ପାଦନା]

(ତରଡଙ୍ଗିଆ, ତର୍ଡଙ୍ଗା—ଅନ୍ୟରୂପ)

ତରଡଙ୍ଗୀ, ତରଡଙ୍ଗେଈ, ତର୍ଡଙ୍ଗୀ, ତର୍ଡଙ୍ଗେଈ—ସ୍ତ୍ରୀ

ଦେଶଜ - ବିଶେଷଣ - ପୁଲିଙ୍ଗ - (ସଂସ୍କୃତ - ତ୍ୱରାନ୍ୱିତ)

[ସମ୍ପାଦନା]
୧. ତରତରିଆ; ଚପଳ —୧. Hasty; fickleo.
୨. ଯେଉଁଲୋକ କୌଣସି ଗୁପ୍ତ କଥା ମନରେ ରଖି ନ ପାରେ; ଅଧୀର — ୨. Impatient; prone to babble out secrets.
୩. କ୍ଷୀଣ; କୃଶ —୩. Emaciated; delicate.
୪. ତରଦିଆ; ଭଣ୍ଡ —୪. One who puts off another person on various excuses.