ତରଡ଼ା
ଦେଖଣା
ତରଡ଼ା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ତରଡ଼ା
|
ତେ—ଦୋଣ୍ଡକାୟା
ଦେଶଜ - ବିଶେଷ୍ୟ - (ସଂସ୍କୃତ - ନାମ—ଦୀର୍ଘ ପଟୋଳିକା)
[ସମ୍ପାଦନା]ଜହ୍ନି ପରି ଏକପ୍ରକାର ବନ୍ୟ ଲତା ଓ ତାହାର ଫଳ; ତୋରଡ଼ା — A cucurbitacious creeper and its fruit.
[ଦ୍ରଷ୍ଟବ୍ୟ —ଏହା ସ୍ୱାଦଭେଦରେ ଦୁଇପ୍ରକାର; ଯଥା—ମଧୁର ତରଡ଼ା (Luffa Ӕgytiaca) ଓ ପିତାତରଡ଼ା (Luffa Amara). ମଧୁର ତରଡ଼ା ଖାଦ୍ୟ; ମାତ୍ର ପିତାତରଡ଼ା ଔଷଧରେ ଲାଗେ ପାଚିଲା ଶୁଖିଲା ତରଡ଼ାର ଉପରର ଚୋପା ସଢ଼ିଗଲା ପରେ ଏହା ଭିତରୁ ଯେଉଁ କରଡ଼ା ଜାଲୁଜାଲୁଆ ଅଂଶ ବାହାରେ ତାହାଦ୍ୱାରା ଦେହ ଘଷିଲେ ଦେହରୁ ମଇଳା ଛାଡ଼ିଯାଏ]