Jump to content

ତରଣ୍ଡ

ଉଇକିଅଭିଧାନ‌ରୁ

ତରଣ୍ଡ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ତୃ ଧାତୁ+କରଣ. ଅଣ୍ଡ)

[ସମ୍ପାଦନା]
୧. ନୌକା —୧. Boat.
୨. ଭେଳା —୨. Raft.
୩. ତେରେଣ୍ଡା; ମାଛ ଧରିବା ବନିଶୀର ସୂତା ବା ଜାଲର ସୂତା ମଧ୍ୟରେ ଲାଗିଥିବା କାଠି ବା ସୋହ୍ଲ (ଯାହା ମାଛ ଧରିବା ସମୟରେ ପାଣିରେ ଭାସେ) — ୩. A float of a fishing line or net.
୪. ଦେଶବିଶେଷ —୪. Name of a country.
୫. ଡଙ୍ଗା ବୋହିବା ଦଣ୍ଡ; କାତ (ହିନ୍ଦୀ - ଶବ୍ଦସାଗର) — ୫. Long pole with which a boat is propelled.