Jump to content

ତରତମ

ଉଇକିଅଭିଧାନ‌ରୁ

ତରତମ

ଉଚ୍ଚାରଣ

[ସମ୍ପାଦନା]

(ତାରତମ୍ୟ—ବି)

ସଂସ୍କୃତ - ବିଶେଷଣ - (ଦ୍ୱନ୍ଦ୍ୱ; ତର+ତମ)

[ସମ୍ପାଦନା]
୧. ନ୍ୟୂନାଧିକ; କମ୍ ବେଶୀ — ୧. More or less.
୨. ଛୋଟ ବଡ଼ —୨. Large and small.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ସାନ ବଡ଼ ଭେଦ ଜ୍ଞାନ — ୧. Knowledge of distinction; discrimination.
୨. ଇତସ୍ତତଃ କରିବା —୨. Hesitation.
୩. ସଂଶୟ —୩. Doubt.