Jump to content

ତରତିବ୍

ଉଇକିଅଭିଧାନ‌ରୁ

ତରତିବ୍

ଉଚ୍ଚାରଣ

[ସମ୍ପାଦନା]

(ତର୍ତିବ—ଅନ୍ୟରୂପ)

  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଆ)

[ସମ୍ପାଦନା]
୧. ନିୟମ; କ୍ରୋମ; ଧାରା — ୧. Order; succession.
୨. ବସ୍ତୁମାନଙ୍କର ଯଥାସ୍ଥାନାବସ୍ଥିତି — ୨. Ordered sequence of things.

ବିଶେଷଣ -

[ସମ୍ପାଦନା]
୧. କ୍ରମିକ —୧. Successive; serial.
୨. ଧାରାବାହିକ —୨. Consecutive.