Jump to content

ତରତ୍ସମନ୍ଦୀୟ

ଉଇକିଅଭିଧାନ‌ରୁ

ତରତ୍ସମନ୍ଦୀୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ବେଦର ପାବମାନ ସୂତ୍ରର ଅନ୍ତର୍ଗତ ସୂକ୍ତ ବିଶେଷ —Name of a vedic hymn.

[ଦ୍ରଷ୍ଟବ୍ୟ —ଅପ୍ରତିଗ୍ରାହ୍ୟ ଧନ ଗ୍ରହଣ କଲେ ବା ନିଷିଦ୍ଧ ଅନ୍ନ ଭକ୍ଷଣ କଲେ ଏ ସୂକ୍ତ ଜପ କରି ଉକ୍ତ ଦୋଷରୁ ମୁକ୍ତ ହେବାକୁ ହୁଏ ହିନ୍ଦୀ - ଶବ୍ଦସାଗର]