ତରଫଦାରି
ଦେଖଣା
ତରଫଦାରି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ତରପଦାରି—ଅନ୍ୟରୂପ)
ବୈଦେଶିକ - ବିଶେଷଣ - (ଫା)
[ସମ୍ପାଦନା]ଏକ ପକ୍ଷକୁ ଅବଲମ୍ୱନ କରି କରାଯିବା (ବିଚାର); ପକ୍ଷପାତୀ; ଏକତରଫା — Partial; exparte.
(ଯଥା—ଧର୍ମାଧିକରଣରେ ବସି ତରଫଦାରି ବିଚାର କରିବା ଘୋର ଅନ୍ୟାୟ)
ବୈଦେଶିକ - ବିଶେଷ୍ୟ -
[ସମ୍ପାଦନା]- ୧. ପକ୍ଷପାତୀ ବିଚାର; ପକ୍ଷପାତ; ପାତର ଅନ୍ତର — ୧. Partiality.
- ୨. ପକ୍ଷାବଲମ୍ୱନ —୨. Taking sides.