ତରଫଦାର୍
ଦେଖଣା
ତରଫଦାର୍
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ତରପଦାର୍—ଅନ୍ୟରୂପ)
(ତରଫଦାରି—ବି)
ବୈଦେଶିକ - ବିଶେଷଣ - (ଫାରାସୀ - )
[ସମ୍ପାଦନା]- ୧. ପକ୍ଷୀୟ; ପକ୍ଷାବଲମ୍ୱୀ — ୧. Partisan; belonging to one party.
- ୨. ପକ୍ଷପାତୀ —୨. Partial.
- ୩. କୌଣସି ପକ୍ଷରୁ କାର୍ଯ୍ୟ କରୁଥିବା — ୩. Representing one of the parties.
- ୪. ଏକ ପକ୍ଷର ଅଧିକାରୀ ବା ମାଲିକ — ୪. The chief person of one party.
ବୈଦେଶିକ - ବିଶେଷ୍ୟ -
[ସମ୍ପାଦନା]ମୁସଲମାନ୍ ସମ୍ରାଟଙ୍କ ଅମଳରେ ବଙ୍ଗଦେଶର ରାଜସ୍ୱ କର୍ମଚାରୀ ଓ ଜମିଦାରଙ୍କୁ ପ୍ରଦତ୍ତ ଉପାଧିବିଶେଷ — A title in Bengal given under Mahomedan rule to a Zamindar or Revenue officer in charge of certain tracts of a district.