Jump to content

ତରଫ ଧରିବା

ଉଇକିଅଭିଧାନ‌ରୁ

ତରଫ ଧରିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି.

[ସମ୍ପାଦନା]
୧. କୌଣସି ଗୋଟିଏ ପକ୍ଷର ଅନୁକୁଳତା କରିବା —୧. To take sides.

(ଯଥା—ଆପଣ ପଞ୍ଚାଏତରେ ବସି ତରଫ ଧରି ବିଚାର କଲେ ଚଳିବ ନାହିଁ)

୨. କୌଣସି ପକ୍ଷରେ ଭୁକ୍ତ ହେବା — ୨. To be enrolled in a party.