ତରବାର
ଦେଖଣା
ତରବାର
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ତର=ଆଘାତ+ବୃ ଧାତୁ=ନିଯୋଗ କରିବା କର୍ମ. ଅ)
[ସମ୍ପାଦନା]ଖଡ୍ଗ; ଖଣ୍ଡା; କୃପାଣ — Sword; scimitar.
ତରବାର
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ତରବାରି—ଅନ୍ୟରୂପ)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ତରବାର (ଦେଖ) - Tarabāra (See)
ମାତଙ୍ଗ ଧଣ୍ଡା ଟମକ ନିଶାଣ ଢାଲ ତରବାର କଟାରୀ ପୁଣ—ବ୍ରଜନାଥ. ସମତରଙ୍ଗ