ତରଳା
ଦେଖଣା
ତରଳା
ଉଚ୍ଚାରଣ
[ସମ୍ପାଦନା]ପ୍ରାଦେଶିକ - (ଗଞ୍ଜାମ) ବିଶେଷ୍ୟ -
[ସମ୍ପାଦନା]ତରଡ଼ା (ଦେଖ) - Taraṟḍ̠ā (See)
ଦେଶଜ - ବିଶେଷ୍ୟ - (ନାମ)
[ସମ୍ପାଦନା]ଗଞ୍ଜାମର ଗୋଟିଏ ଜମିଦାରୀ ରାଜ୍ୟର ନାମ — Name of an estate in the district of Ganjam.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ମଦ୍ୟ —୧. Wine.
- ୨. ମହୁମାଛି —୨. Bee.
ସଂସ୍କୃତ - ବିଶେଷଣ - (ତରଳ+ସ୍ତ୍ରୀ. ଆ)
[ସମ୍ପାଦନା]ତରଳର ସ୍ତ୍ରୀଲିଙ୍ଗ; ଚଞ୍ଚଳା — Feminine of Taraḻa.
ସ୍ତନାଙ୍କୁରେ ବ୍ୟସ୍ତେ ଦୋଳଇ ମୋତିମାଳା ତରଳା ରାଧାନାଥ. ଚନ୍ଦ୍ରଭାଗା