Jump to content

ତରଳିତ

ଉଇକିଅଭିଧାନ‌ରୁ

ତରଳିତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ତରଳ+ଇ=ତରଳି, ନାମ ଧାତୁ+କର୍ମ. ତ)

[ସମ୍ପାଦନା]
୧. ଦ୍ରବୀଭୁତ; ବିଗଳିତ —୧. Melted; molten.
୨. କମ୍ପିତ; ଚଞ୍ଚଳିତ —୨. Tremulous, trembling.
୩. ତରଙ୍ଗାୟିତ —୩. Wavy.
୪. ବିସ୍ତାରିତ; ବ୍ୟାପ୍ତ —୪. Extended; expanded