Jump to content

ତରଳ ନୟନା

ଉଇକିଅଭିଧାନ‌ରୁ

ତରଳ ନୟନା

ଉଚ୍ଚାରଣ

[ସମ୍ପାଦନା]

ତରଳନୟନୀ, ତରଳଲୋଚନାଅନ୍ୟରୂପ

ସଂସ୍କୃତ - ବିଶେଷଣ - ସ୍ତ୍ରୀ. (ବହୁବ୍ରୀହି; ତରଳ+ନୟନ+ସ୍ତ୍ରୀ. ଆ)

[ସମ୍ପାଦନା]

ଯେଉଁ ସ୍ତ୍ରୀର ଚକ୍ଷୁର ଡୋଳା ଚଞ୍ଚଳ ବୁଲୁଥିବାରୁ ତହିଁର ଭଙ୍ଗୀ ଅତ୍ୟନ୍ତ ମନୋହର ହୁଏ; ତରଳାକ୍ଷୀ; ତଳାପାଙ୍ଗୀ —(a woman) With lustful or tremulous pupils; with wanton glances.