ତରଳ ପଦାର୍ଥ
ଜଳୀୟ ବା ଦ୍ରବ ପଦାର୍ଥ —Liquid; fluid.
[ଦ୍ରଷ୍ଟବ୍ୟ —ପଦାର୍ଥବିଦ୍ୟା ଅନୁସାରେ ପଦାର୍ଥମାନ ୩ ଶ୍ରେଣୀରେ ବିଭକ୍ତ; ଯଥା—ଘନ, ତରଳ ଓ ବାୟବୀୟ]