ତରଳ ହେବା
[ଦ୍ରଷ୍ଟବ୍ୟ —ପତଳା ଝାଡ଼ା ହେଲେ ପେଟ ତରଳ ହେଲା ବା ତରଳିଲା ବୋଲି ଲୋକେ କହି ଥାଆନ୍ତି; ମାତ୍ର ଫଳତଃ ପେଟ ତରଳ ନ ହୋଇ ପେଟରେ ଥିବା ମଳାଦି ତରଳଭାବ ଧାରଣ କରେ]