ତରସ
ଦେଖଣା
ତରସ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ତରସ୍=ବଳ+ସଂଜ୍ଞାର୍ଥରେ ଅ; ଯାହାଦ୍ୱାରା ବଳଲାଭ ହୁଏ)
[ସମ୍ପାଦନା]ମାଂସ —Flesh; meat.
ସଂସ୍କୃତ - ବିଶେଷଣ -
[ସମ୍ପାଦନା]ବେଗଯୁକ୍ତ —Fleet; swift.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ମାନସିକ ଶାନ୍ତି —୧. Mental peace.
- ୨. ମାନ; ସମ୍ଭ୍ରମ —୨. Honour; respect.
- ୩. ଆଶା; ପ୍ରାପ୍ତି—ଆଶା —୩. Hankering after a thing; hope of acquisition.
ପୁରନ୍ଦର—ମଣି ଶ୍ୟାମେ ଅଛି ମୋ ତରସ—କବିସୂର୍ଯ୍ୟ. କିଶୋରୀଚମ୍ପୂ ଚ. ଗୀତ
- ୪. (ସଂସ୍କୃତ - ତ୍ରାସ) ଭୟ —Fear.
ଅଜର ସମ୍ପଦ ହରଷ ସତ୍ୱର ପ୍ରଦ—ଭଞ୍ଜ ପ୍ରେମସୁଧାନିଧି
- ୫. ଚାଞ୍ଚଲ୍ୟ —୫. Restlessness.
ବିହେ ସଦା ତରସ ସରତ ଦାସ ହେବି—ଭଞ୍ଜ ବୈଦେହୀଶବିଳାସ
ଦେଶଜ - କ୍ରି.ବିଶେଷଣ -
[ସମ୍ପାଦନା]ଶୀଘ୍ର; ଚଞ୍ଚଳ —Quickly.
ଚୁମ୍ୱ ଦେବାରେ ତରସ ଗେଜ ଶ୍ରୀମୁଖ ସାରସ—ଭଞ୍ଜ ପ୍ରେମ ସୁଧାନିଧି