ତରସ୍ତ
ଦେଖଣା
ତରସ୍ତ
ଉଚ୍ଚାରଣ
[ସମ୍ପାଦନା]ଗ୍ରାମ୍ୟ - (ପଦ୍ୟ)ବିଶେଷଣ - (ସଂସ୍କୃତ - ତ୍ରସ୍ତ)
[ସମ୍ପାଦନା]- ୧. ଭୀତ — ୧. Frightened; alarmed.
ତରସ୍ତ ହୋଇଣ କୁମରମଣି ଦେଲା ଓଡ଼ାଙ୍କ ମେଲାଙ୍କରେ ଗୁଣି— ଓଡ଼ିଆରବୀ - ଲୀଳାବତୀ
- ୨. ଶଶବ୍ୟସ୍ତ; ବ୍ୟସ୍ତସମସ୍ତ — ୨. Struck with fear.
- ୩. ତ୍ୱରାନ୍ୱିତ —୩. Hurried.
କ୍ରି.ବିଶେଷଣ -
[ସମ୍ପାଦନା]- ୧. ଅତ୍ୟନ୍ତ ବ୍ୟସ୍ତ ହୋଇ —୧. Hastily; hurriedly; helter-skelter.