ତରସ୍ୱୀ
ଦେଖଣା
ତରସ୍ୱୀ
ଉଚ୍ଚାରଣ
[ସମ୍ପାଦନା](ତରସ୍ୱିନୀ—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ତରସ୍+ଅଛି ଅର୍ଥରେ ବିନ୍; ୧ମା. ୧ବ)
[ସମ୍ପାଦନା]- ୧. ତରସ୍ୱାନ୍ (ଦେଖ) - —୧. Taraswān (See)
- ୨. ରୋଗଗ୍ରସ୍ତ —୨. Sick; ailing.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ବାୟୁ —୧. Air.
- ୨. ଗରୁଡ଼ —୨. The mythological bird-king who carries Bishṇu on his back.
- ୩. ପତ୍ରବାହକ; ହରକରା —୩. A courier.