Jump to content

ତରା

ଉଇକିଅଭିଧାନ‌ରୁ

ତରା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଗ୍ରାମ୍ୟ - ବିଶେଷ୍ୟ -

[ସମ୍ପାଦନା]
୧. (ସଂସ୍କୃତ - ତାରା)—ତାରା; ନକ୍ଷତ୍ର — ୧. Star.
୨. (ଲକ୍ଷଣାର୍ଥ) ରାତ୍ରି —୨. Night.

(ଯଥା—ମୁଁ ଖରାତରା ନ ମାନି ଏଠାରେ କାମ କରୁଛି)

୩. (ସଂସ୍କୃତ - ତାର) ଆଖିର ତାରା ବା ଡୋଳା; ଚକ୍ଷୁଗୋଳକ — ୩. The pupil of the eye.

ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ -

[ସମ୍ପାଦନା]

ଛେଲିବା —Scraping off.

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ - (ସଂସ୍କୃତ - ତୀର)

[ସମ୍ପାଦନା]

ନଦୀତୀର; କୂଳ — Bank; shore.

(ଯଥା—ନଏଦ୍ତରା=ନଦୀକୂଳ)