ତରାଇ
ଦେଖଣା
ତରାଇ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ତୃ ଧାତୁ=ପରିହେବା; ଣିଜନ୍ତ. ତାରି ଧାତୁ; ଯେଉଁ ମାନେ ନୌକାଦ୍ୱରା ଲୋକଙ୍କୁ ପାରି କରନ୍ତି)
[ସମ୍ପାଦନା]- ୧. କେଉଟଙ୍କ ବଂଶୋପାଧିବିଶେଷ — ୧. The family-title of some fishermen.
- ୨. ନାଉରିଆ —୨. Boatman.
- ୩. (ସଂସ୍କୃତ - ତଳ) ହିମାଳୟର ପାଦଦେଶରେ ଥିବା ଜଳାର୍ଦ୍ର ନିମ୍ନ ପ୍ରଦେଶ —୩. Tarai; damp country at the foot of the Himalayas.
[ଦ୍ରଷ୍ଟବ୍ୟ —ଏହା ଜଙ୍ଗଲମୟ ଓ ଅସ୍ୱାସ୍ଥ୍ୟକର]