ତରାଇବା
ମୁକ୍ତ କରାଇବା; ଉଦ୍ଧାର କରାଇବା —To cause to be delivered or rescued.
ମୁଁ ସ୍ୱୟଂ ତରାଇବି ରୋ ପିତା ତୁମ୍ଭଙ୍କୁ—କୃଷ୍ଣସିଂହ. ମହାଭାରତ. ଆଦି