ତରାଜୁ

ଉଇକିଅଭିଧାନ‌ରୁ

ତରାଜୁ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଫା; ତୁଳ. ସଂସ୍କୃତ - ଏହି ଅର୍ଥରେ ନାରାଚୀ; ତେଲୁଗୁ - ତ୍ରାସୁ)[ସମ୍ପାଦନା]

ନିକ୍ତି; ତଉଲିବା କାଠି ଓ ପଲା; ତୁଳା— ଯନ୍ତ୍ର —A pair of scales; a balance.

ଧର୍ମତରାଜୁରେ ସବୁ ତୁଳନ ହେଉଛି—ପ୍ରାଚୀ. ବ୍ରହ୍ମନିରୂପଣଗୀତା