ତରାଟ
ଦେଖଣା
ତରାଟ
ଉଚ୍ଚାରଣ
[ସମ୍ପାଦନା](ତରାଟି—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. (ସଂସ୍କୃତ - ତାରାବର୍ତ୍ତ) ଟଗର (ଦେଖ) - — Ṭagara (See)
ଜାଇ ଫିଙ୍ଗି ଦେଇ ତୋଳ ତରାଟ—କବିସୂର୍ଯ୍ୟ. କବିତା
- ୨. (ସଂସ୍କୃତ - ତାରାଟ, ତାରାବର୍ତ୍ତନ ତୁଳ. ଇଂରାଜୀ - ସ୍ଟେଆର୍)— ଆଖିଡୋଳା ବୁଲାଇ ଚାହିଁବା; କଟାକ୍ଷପାତ; — ୨. Ogling; a leer; a side-glance.
- ୩. ଆଖିର ଡୋଳାକୁ ବିସ୍ତାର କରି ଚାହିଁବା; କଟମଟ ଚାହାଣି —୩. Arch-look; a look with the pupils stretched; glaring look; stare.
- ୪. ଶିବନେତ୍ର ହେବା; ଉର୍ଦ୍ଧ୍ୱନେତ୍ର ହେବା — ୪. The state of the pupils being upturned.