ତରାଟିବା
ଦେଖଣା
ତରାଟିବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ତରାଟିବା
|
ଦେଶଜ - କ୍ରି.—(ସଂସ୍କୃତ - ତାରାଟ; ତୁଳ. ଇଂରାଜୀ - ସ୍ଟେଆର୍; ଏ ଶବ୍ଦ ଆଖି ତରାଟିକା ରୂପେ ବ୍ୟବହୃତ ହୁଏ)
[ସମ୍ପାଦନା]- ୧. ଆଖିର ଡୋଳାକୁ ବିସ୍ତାର କରି ଚାହିଁବା; କଟାକ୍ଷପାତ କରିବା; କଟମଟ କରି ଚାହିଁବା —୧. To stare; to glare at.
ଏହା କହି କୃଷ୍ଣଙ୍କ ତରାଟି ଅନାଉ—କୃଷ୍ଣସିଂହ. ମହାଭାରତ ସଭା
- ୨. ଆଖି ଖୋସିବା —୨. To have the pupils of one's eyes turned towards the upper eyelids.
ଜୟଦ୍ରଥ ଆଖି ଦିଓଟିକୁ ତରାଟି—କୃଷ୍ଣସିଂହ. ମହାଭାରତ. ବନ
- ୩. ଭ୍ରୁକୁଟୀ କରିବା —୩. To frown.