Jump to content

ତରାଟି ମରାଟି

ଉଇକିଅଭିଧାନ‌ରୁ

ତରାଟି ମରାଟି

ଉଚ୍ଚାରଣ

[ସମ୍ପାଦନା]

(ତରାଟି ମୁରାଟି—ଅନ୍ୟରୂପ)

  • (file)
  • (file)

ଦେଶଜ - କ୍ରି.ବିଶେଷଣ - (ତରାଟିବା ଓ ମୁରାଟିବା କ୍ରିୟାର ଅସମାପିକା ରୂପ; ସହଚର)

[ସମ୍ପାଦନା]
୧. କଟମଟ କରି ଚାହିଁ; କଟାକ୍ଷପାତ କରି —୧. Staring; glaring at.

ବାଘଟା ମୋ ଆଡ଼କୁ ତରାଟି ମରାଟି ଚାହିଁଲା—ଫକୀରମୋହନ. ଛମାଣ ଆଠଗୁଣ୍ଠ

୨. ଭ୍ରୁକୁଟି କରି —୨. Frowningly.