Jump to content

ତରାବଟ

ଉଇକିଅଭିଧାନ‌ରୁ

ତରାବଟ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ଫାରାସୀ - ତର୍=ଆର୍ଦ୍ର, ଓଦା)

[ସମ୍ପାଦନା]
୧. ଆର୍ଦ୍ରତା — ୧. Wetness.
୨. ଶୀତଳତା —୨. Coolness.

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ଯାହା ଦେହକୁ ଶୀତଳ କରେ — Cooling the body.
୨. ତେଲିଆ; ଚିକଣା; ସ୍ନିଗ୍ଧ (ଖାଦ୍ୟ) — ୨. Oily (food).
୩. କ୍ଳାନ୍ତିନାଶକ —୩. Allaying fatigue.