ତରାବରା
ଦେଖଣା
ତରାବରା
ଉଚ୍ଚାରଣ
[ସମ୍ପାଦନା](ତୋରାବୋରା—ଅନ୍ୟରୂପ)
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ତରାବରା
|
ଦେଶଜ - ବିଶେଷଣ - (ସଂସ୍କୃତ - ତ୍ୱରା)
[ସମ୍ପାଦନା]ଚଞ୍ଚଳ; ତ୍ୱରିତ — Hasty.
କାଲି ଗଲେ ଶିଖାଇବେ ପରା ନଇଲେରେ କାହିଁପାଇଁ ଏଡେ ତରାବରା ଭିକାରୀ କଟକ ବିଜୟ
ଦେଶଜ - କ୍ରି.ବିଶେଷଣ -
[ସମ୍ପାଦନା]ଶୀଘ୍ର —Quickly.