ତରାସିଆ
ଦେଖଣା
ତରାସିଆ
ଉଚ୍ଚାରଣ
[ସମ୍ପାଦନା]ପ୍ରାଦେଶିକ - (ଗଞ୍ଜାମ) ବିଶେଷ୍ୟ -
[ସମ୍ପାଦନା]- ୧. ନାପିତ; ଭଣ୍ଡାରୀ — ୧. Barber.
- ୨. ଭଣ୍ଡାରୀଙ୍କ ଉପାଧିବିଶେଷ — ୨. A title given to barbers.
- ୩. ଯେଉଁ ବ୍ୟକ୍ତି ରାଜା ବା ଠାକୁରଙ୍କ ପାଖରେ ଶୋଭାଯାତ୍ରାରେ ତ୍ରାସ ବା ଆଡ଼େଣୀ ଟେକି ଧରେ —୩. The bearer of the 'Trāsa' (side-umbrella) accompanying a king or idol in a procession.