ତରାସିବା
ଦେଖଣା
ତରାସିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - (ପଦ୍ୟ)କ୍ରିୟାପଦ - (ସଂସ୍କୃତ - ତ୍ରାସ)
[ସମ୍ପାଦନା]- ୧. ତ୍ରାସିବା; ଭୀତ କରାଇବା — ୧. To frighten; to alarm.
- ୨. (ଫାରାସୀ - ତରାଶ୍=କର୍ତ୍ତନ) ଛୁରିରେ କାଟିବା — ୨. To cut or scratch with a knife.
- ୩. (ଚନ୍ଦ୍ର ସୂର୍ଯ୍ୟାଦି) ତେଜ ପ୍ରକାଶ କରିବା; କିରଣ ଦେବା — ୩. (the sun and the moon etc) To shine; to give light.
ସେତେବେଳକୁ ଜହ୍ନ ତରାସିଲାଣି—ସହକାର କାର୍ତ୍ତିକ ମାର୍ଗଶୀର ୧୯୩: