Jump to content

ତରି

ଉଇକିଅଭିଧାନ‌ରୁ

ତରି

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ତୃ ଧାତୁ=ପାରହେବା+କରଣେ. ଇ)

[ସମ୍ପାଦନା]
୧. ନୌକା — ୧. Boat.
୨. ଭେଳା —୨; A raft.
୩. ଲୁଗା ଆଦି ରଖାଯିବା ପେଟରା ବା ପେଡ଼ି — ୩. A box for keeping clothes.
୪. ବସ୍ତ୍ରାଞ୍ଚଳ; ଲୁଗାର ଦଶୀ —୪. The loose ends of the warp threads hanging at the ends of of a piece of cloth.
୫. ଅବସ୍ଥା; ଦଶା —୫. Condition.

ଦେଶଜ - ବିଶେଷଣ -

[ସମ୍ପାଦନା]

ନଈକୂଳ ଜମି; ଚରଜମି; ପଠା; ଯେଉଁ ଜମିରେ ନଈ ପାଣି ମାଡି ଛାଡ଼ି ଯାଇ ଥାଏ ଓ ପଟୁ ପଡ଼ିଥାଏ — Silted land in the river-bed.

ସଂସ୍କୃତ - ବିଶେଷଣ - (ତୃ ଧାତୁ+କର୍ତ୍ତୃ. ଇ)

[ସମ୍ପାଦନା]

ପାରଗାମୀ — Crossing over (a river).