Jump to content

ତରିଆଣ

ଉଇକିଅଭିଧାନ‌ରୁ

ତରିଆଣ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ତୃ ଧାତୁ)

[ସମ୍ପାଦନା]

ଉତ୍ତରଣକାରୀ; ତାରକ; ଯେ ତାରେ; ଯେ ପାରି କରେ — One who saves or carries another across.


ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ତରିବା; ଉତ୍ତରଣ —Crossing over.