Jump to content

ତରିକା

ଉଇକିଅଭିଧାନ‌ରୁ

ତରିକା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ତରି+ସ୍ୱାର୍ଥେ. କ+ସ୍ତ୍ରୀ. ଆ)

[ସମ୍ପାଦନା]

ତରି (ଦେଖ) - —Tari (See)

ବୈଦେଶିକ - ବିଶେଷ୍ୟ - (ଆରବୀ - ତରୀକା)

[ସମ୍ପାଦନା]
୧. ଢଙ୍ଗ; ପ୍ରକାର — ୧. Manner; mode.
୨. ଚାଲିଚଳନ; ବ୍ୟବହାର —୨. Conduct; behaviour
୩. ଉପାୟ —୩. Means.
୪. (ଫାରାସୀ - ତରକା) ହିଂସା; ଭାଗ; ଅଂଶ —୪. Share.
୫. ସମ୍ୱନ୍ଧ; ସମ୍ପର୍କ —୫. Connection; concern.
୬. ସାହଚର୍ଯ୍ୟ; ଭାଗଦାରୀ —୬. Partnership.