Jump to content

ତରିଜା

ଉଇକିଅଭିଧାନ‌ରୁ

ତରିଜା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - (ପ୍ରାଚୀନ ପଦ୍ୟ) ବିଶେଷ୍ୟ - (ସଂସ୍କୃତ - ତର୍ଜ ଧାତୁ)

[ସମ୍ପାଦନା]
୧. ତର୍ଜନ; ବଢ଼େଇ; ବାଲିଙ୍ଗି —୧. Bragging; boasting.

କେଶବ ବୋଇଲେ ଆମ୍ଭେ ରାଜା ଭଣଜା କରୁଅଛୁ ଆମ୍ଭ ଆଗେ ଏଡ଼େ ତରିଜା ଦୀନକୃଷ୍ଣ. ରସକଲୋଳ

୨. କ୍ରୋଧ —୨. Anger; wrath.
୩. ପ୍ରଭାବ; ମହିମା —୩. Power; might.
୪. ଦ୍ୱେଷ —୪. Envy.
୫. ତେଜ —୫. Glory.
୬. ଗର୍ବ; ଅହଙ୍କାର —୬. Pride; arrogance.