Jump to content

ତରିତ୍ର

ଉଇକିଅଭିଧାନ‌ରୁ

ତରିତ୍ର

ଉଚ୍ଚାରଣ

[ସମ୍ପାଦନା]
(ତରିତ୍ରୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ତୃ ଧାତୁ+କରଣ. ତ୍ର; ଇ ଆଗମ)

[ସମ୍ପାଦନା]
୧. ନୌକା —୧. Boat.
୨. ଭେଳା —୨. Raft.