ତରିବତ୍
ଦେଖଣା
ତରିବତ୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଆରବୀ - ତର୍ବୀୟତ୍)
[ସମ୍ପାଦନା]- ୧. ତାଲିମ୍; ଶିକ୍ଷା — ୧. Education; training.
- ୨. ତାଡ଼ନା —୨. Chastisement.
- ୩. ଉପଦେଶ —୩. Advicc; instruction.
- ୪. ଭରଣପୋଷଣ; ପ୍ରତିପାଳନ — ୪. Bringing up; support; maintenance.
- ୫. ଚାଲିଚଳନ; ଆଚରଣ; ଚରିତ୍ର — ୫. Conduct; character.
- ୬. ଧାରା; ରୀତି —୬. Rule; custom; practice.
- ୭. ଭଦ୍ରତାନୁମୋଦିତ ବ୍ୟବହାର; ଆଦବ କାଇଦା — Etiquette.
- ୮. ସ୍ୱଭାବ; ପ୍ରକୃତି —୮. Nature.
- ୯. ଅଭ୍ୟାସ —୯. Habit.