Jump to content

ତରିବା

ଉଇକିଅଭିଧାନ‌ରୁ

ତରିବା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି. (ସଂସ୍କୃତ - ତୃ ଧାତୁ)

[ସମ୍ପାଦନା]
୧. ନଦୀ ଆଦି ପାର ହେବା; ଉତ୍ତୀର୍ଣ୍ଣ ହେବା — ୧. To get over; to cross over; to pass over.
୨. ରକ୍ଷା ପାଇବା; ପରିତ୍ରାଣ ପାଇବା — ୨. To be saved or redeemed.
୩. (ବିପଦାଦିରୁ) ମୁକ୍ତି ପାଇବା; ଉଦ୍ଧାର ପାଇବା — ୩. To escape from or overcome (a difficulty or danger).

ଦୁଃଖ ସମୁହରୁ ତରଇ ଲୋକ ଭଲେ କୃଷ୍ଣସିଂହ. ମହାଭାରତ ବନ