Jump to content

ତରୀ

ଉଇକିଅଭିଧାନ‌ରୁ

ତରୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ଓ ବିଶେଷଣ - ସ୍ତ୍ରୀ. (ତୃ ଧାତୁ+କରଣ. ଈ)

[ସମ୍ପାଦନା]
୧. ତରି (ଦେଖ) - —୧. Tari (See)
୨. ଗଦା (ହିନ୍ଦୀ - ଶବ୍ଦସାଗର) —୩. Mace.
୩. ଧୂମ; ଧୂଆଁ (ହିନ୍ଦୀ - ଶବ୍ଦସାଗର) —୩. Smoke.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ପ୍ରାଚୀନ ଅର୍ଣ୍ଣବପୋତବିଶେଷ — A kind of sea-going vessel or ship used in ancient times.

(ଜଗବନ୍ଧୁ ପ୍ରାଚୀନ ଉତ୍କଳ)